ଭୁବନର ଜୀରାଳରେ ସାର୍ବଜନୀନ ମା’ଦୁର୍ଗା ପୂଜା ଅନୁଷ୍ଠିତ

ଢ଼େଙ୍କାନାଳ, ୨୬/୧୦(ସୈାଭାଗ୍ୟ ମୁଦୁଲିଙ୍କ ଠାରୁ): ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଜୀରାଳରେ ଜଗତ୍ ଜନନୀ ମା’ଦୁର୍ଗାଙ୍କ ପୂଜା ଚଳିତ ବର୍ଷ କୋଭିଡ-୧୯ କଟକଣା ଅନୁଯାୟୀ ଅନୁଷ୍ଠିତ ହେଉଅଛି । ବିନା ଦର୍ଶକରେ ବା କାଁ ଭାଁ ଦର୍ଶକରେ ଏବର୍ଷ ପୂଜା ହେଉଥିବାରୁ ପୂଜା ପେଣ୍ଡାଲରେ ନା ଅଛି ଗହଳି ନା ଅଛି ଉନ୍ମାଦନା । ତଥାପି ଆୟୋଜକମାନେ ଚଳିତ ବର୍ଷ ପୂଜା କରିପାରି ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ସାମାଜିକ ଦୂରତ୍ୱ ରଖି ଓ ମାସ୍କ ପରିଧାନ କରି ପୂଜା ଅନୁଷ୍ଠିତ ହେଉଛି । ଭକ୍ତଙ୍କ ସମାଗମ ନ ଥିଲେ ବି ଯଥା ବିଧି ମତେ ପୂଜକମାନଙ୍କ ଦ୍ୱାରା ଏଠାରେ ପୂଜା ଅନୁଷ୍ଠିତ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close