କୋରେଇର ପଚ୍ଛିକୋଟରେ ଦଶହରାରେ ଖଣ୍ଡାଖେଳ

ରଗଡି, ୨୫/୧୦(ପ୍ରଭାତ କୁମାର ଭୂୟାଁଙ୍କ ଠାରୁ): ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଗଡି ନିକଟସ୍ଥ ପଚ୍ଛିକୋଟରେ ପବିତ୍ର ମା’ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଛି । ଆଜି ସନ୍ଧ୍ୟାରେ ଦଶହରା ଅବସରରେ ଖଣ୍ଡାଖେଳ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଚୈାହାନ ସିଂହ, ଆଶିଷ କୁମାର ଭୂୟାଁ, ମନୋଜ ସିଂହ, ନିତ୍ୟରଂଜନ ଜେନା, ଜ୍ୟୋତିରଂଜନ ସିଂହ, ପିତବାସ ବୋଇତାଇ, ଅମିତ୍ ସିଂହ, ରାଜେଶ ଦାସ, ଶ୍ରୀକାନ୍ତ ଧିର ପ୍ରମୁଖ ଉପସ୍ଥିତ ରହି ଖଣ୍ଡାଖେଳକୁ ସଂପାଦନ କରିଥିଲେ । ପରେ ଗାଁ ଜଳାଶୟରେ ମା’ଙ୍କୁ ବିସର୍ଜନ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close