ସରକାରୀ ଧାନ ମଣ୍ଡିରେ ମିଲରମାନଙ୍କର ରାଜୁତି

ମୟୁରଭଞ୍ଜ ; ୨୪/୦୧(ଲଷ୍ମୀ ନାରାୟଣ ରାଉତରାୟଙ୍କ ଠାରୁ) : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ତାଳପଦା ପଞ୍ଚାୟତ ଧାନ ମଣ୍ଡିରେ ଚାଷୀମାନଙ୍କ ଠାରୁ ଧାନ କିଣା ଚାଲିଛି ।ସରକାରଙ୍କ ନିୟମ ଅନୁଯାୟୀ ଧାନ କିଣାରେ କୈଣସି କଟାଛଟା କରାଯିବା କଥା ନୁହେଁ ,କିନ୍ତୁ ଠାକୁରମୁଣ୍ଡା ତାଳପଦା ଠାରେ କୁଇଣ୍ଟାଲ ପିଛା ସାତ କିଲୋ କାଟୁଛନ୍ତି । କେତେ କଷ୍ଟକରି ଚାଷୀ ମାନେ ଧାନ ଅମଳ କରିଛନ୍ତି ‌।ଲ୍ୟମ୍ପ ଅଧିକାରିଙ୍କୁ ପଚାରିଲେ ସେମାନେ କହୁଛନ୍ତି ମିଲର ମାଲିକମାନେ କହିବାରୁ କଟାଯାଉଛି ।ଚାଷୀମାନଙ୍କ ସୁବିଧା କରିବା ପାଇଁ ସରକାର ଧାନ କିଣୁଛନ୍ତି ,ହେଲେ ଚାଷୀଙ୍କୁ ଠକେଇ ଭଣ୍ଡେଇ ଧାନ କିଣା ଚାଲୁଛି ।ଅଫିସରମାନେ କଣ କରୁଛନ୍ତି ଠିକ ଭାବରେ କାମ ଚାଲିଛି କି ନାହିଁ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close