କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ

କେନ୍ଦ୍ରାପଡ଼ା, ୦୬/୧୦(ରାଜକିଶୋର ନାୟକଙ୍କ ଠାରୁ): ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭାପତି ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିନ ପାଳିତ ହେବା ସଂଗେ ସଂଗେ ମନ୍ଦିର ପ୍ରାଙ୍ଗଣରେ ତାଙ୍କର ସୁସ୍ଥ, ଦୀର୍ଘ, ନିରାମୟ ଜୀବନ କାମନା କରାଯାଇ ପ୍ରାର୍ଥନା କରାଯାଇଥିଲା । ଆୟୋଜକମାନେ ଏହି ଅବସରରେ କହିଛନ୍ତି ନବୀନ ବାବୁ କେବଳ ଓଡ଼ିଶାର ସଫଳ ମୁଖ୍ୟମନ୍ତ୍ରୀ ନୁହନ୍ତି ବରଂ ସେ ହେଉଛନ୍ତି ସାଢେ ଚାରିକୋଟି ଓଡିଆଙ୍କ ହୃଦୟର ନେତା । ତାଙ୍କର ଜନ୍ମଦିନ ଅବସରରେ ଆମ୍ଭେ ପ୍ରତି ମୁହୂର୍ତ୍ତରେ ସମସ୍ତଙ୍କ ହୃଦୟରୁ ଏହି କାମନା କରୁଅଛୁୂକି ମହାପ୍ରଭୁ ବଳଦେବଜୀଉଙ୍କ କରୁଣାରୁ ସେ ସୁସ୍ଥ ଓ ନିରାମୟ ରୁହନ୍ତୁ ଏବଂ ଓଡ଼ିଶାର ବିକାଶ ପାଇଁ ଆଭାମୀ ଦିନରେ କାର୍ଯ୍ୟ କରନ୍ତୁ । ପାଞ୍ଚଥରର ମୁଖ୍ୟମନ୍ତ୍ରୀଙ୍କୁ ଯେଉଥି ପାଇଁ ଲୋକମାନେ ଭଲପାଆନ୍ତି ସେହି ଧାରା ବଜାୟ ରହିବା ସଂଗେ ସଂଗେ ଓଡ଼ିଆଙ୍କ ସ୍ୱାଭିମାନ ପାଇଁ ସେ ସଦା କାର୍ଯ୍ୟକରନ୍ତୁ ଏହି କାମନା ସେମାନେ ବଳଦେବଜୀଉଙ୍କ ପାଖରେ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close