ଭୁବନେଶ୍ୱର ଚନ୍ଦ୍ରଶେଖରପୁର OJEE ପରୀକ୍ଷା କେନ୍ଦ୍ରକୁ ଥିବା ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ

ଭୁବନେଶ୍ୱର ; ୧୪/୧୦ : (ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଙ୍କ ଠାରୁ) ରାଜ୍ୟରେ OJEE ପରୀକ୍ଷା ଓଡ଼ିଶାର ୨୧ଟି ସହରରେ ଚାଲୁଥିବା ସ୍ଥଳେ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଅନଲାଇନ ପରୀକ୍ଷା କେନ୍ଦ୍ରର ମୁଖ୍ୟ ରାସ୍ତା ପାଣିଘେରରେ ରାସ୍ତାର ଏଭଳି ସଙ୍ଗିନ ସ୍ଥିତିକୁ ଦେଖିଲେ ମନେ ହୁଏ ଏ କଣ ରାଜଧାନୀର ସୁ ବ୍ୟବସ୍ଥା। ସରକାର ପରୀକ୍ଷା ପରେ ପରେ ପରୀକ୍ଷା କରାଇଚାଲିଛନ୍ତି କିନ୍ତୁ ପରୀକ୍ଷା ସେଣ୍ଟରର ବ୍ୟବସ୍ଥା ,ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବାକୁ ଥିବା ରାସ୍ତାର ଦୁର୍ଦଶା କୁ ଅଣଦେଖା କରୁଛନ୍ତି। ପରୀକ୍ଷା କେନ୍ଦ୍ରକୁ ପହଂଚିବା ପାଇଁ ଥିବା ମୁଖ୍ୟ ରାସ୍ତାଯୋଗୁଁ ଗାଡିଚାଳକ , ପଥଚାରି ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରରେ ପହଞ୍ଚିବା ପାଇଁ ଅଧିକ ସମୟ ଲାଗୁଛି । ଏହି ପରୀକ୍ଷା କେନ୍ଦ୍ରକୁ ଦୁରଦୂରାନ୍ତରରୁ  ବହୁ ସଂଖ୍ୟକ ପିଲା ଆସୁଥିବା ସ୍ଥଳେ ରାସ୍ତାର ଏଭଳି ମରଣାନ୍ତକ ସ୍ଥିତିକୁ ଦେଖିବା ପରେ ପରୀକ୍ଷାର୍ଥୀ ମହଲରେ ଅସନ୍ତୋଷ ଦେଖାଦେଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close