‘ଉଦୟବଟ’ ତରଫରୁ ୧୫୧ତମ ଗାନ୍ଧୀ ଜୟନ୍ତୀ ପାଳିତ

ବ୍ୟାସନଗର, ୦୨/୧୦: ‘ଉଦୟବଟ’ ତରଫରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତି ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ବରିଷ୍ଠ ନାଗରିକ ଦୈତାରୀ ରାଉତ, ଉପେନ୍ଦ୍ରନାଥ ମହାନ୍ତି, ଧିରେନ୍ଦ୍ର କୁମାର ସ୍ୱାଇଁ, ବସନ୍ତ କୁମାର ପାତ୍ର, ବିଦ୍ୟୁତ୍‌ପ୍ରଭା ରାୟ, ଗଣେଷ ଚନ୍ଦ୍ର ମହାନ୍ତି, କାହ୍ନୁଚରଣ ଜେନା, ସୁମନ ରାୟ, ପ୍ରଫୁଲ୍ଲ ବାରିକ ପ୍ରମୁଖ ଅଂଶଗ୍ରହଣ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଭାବନାଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ମତପ୍ରକାଶ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close