ରେମୁଣା ନିର୍ବାଚନ ମଣ୍ଡଳୀରେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ

ବାଲେଶ୍ୱର; ୨୮/୦୫ (ବ୍ରଜ ଗୋପାଳ ସେନଙ୍କ ଠାରୁ)  : ରେମୁଣା ନିର୍ବାଚନ ମଣ୍ଡଳୀର ବାତ୍ୟା ରେ ପ୍ରଭାବିତ ହୋଇଥିବା ପଞ୍ଚାୟତ ଗୁଡିକ ରସାଳପୁର, ଜୟଦେବ କସବା , ବର୍ଦ୍ଧନପୁର , ତୁଣ୍ଡୁରା, ଖଡ଼ୁପାହୀ , ନିଧିପଡା ପ୍ରଭୃତି ଅଞ୍ଚଳ ଗୁଡିକୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ , ରାଷ୍ଟ୍ରୀୟ ଉପାଦକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା , ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ଏବଂ ରେମୁଣା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉପସ୍ତିତ ରହି କ୍ଷୟକ୍ଷତି ଅନୁଧ୍ୟାନ କରି ଲୋକମାନଙ୍କର ଅଭିଯୋଗ ଶୁଣି ଥିଲେ। ପ୍ରଭାବିତ ଲୋକ ମାନଙ୍କୁ ତୁରନ୍ତ ସେବା ଯୋଗଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସରପଞ୍ଚ ଓ ସମିତି ସଭ୍ୟ, ନେତୃ ମଣ୍ଡଳୀ ଉପସ୍ଥିତି ଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close