ବିଶିଷ୍ଟ ଗାୟିକା ଅନୁରାଧା ପଢ଼ୱାଲଙ୍କ ପୁଅ ଆଦିତ୍ୟଙ୍କ ଅକାଳ ବିୟୋଗ

ନୂଆଦିଲ୍ଲୀ, ୧୩/୦୯(ଭାଗିରଥି ଜେନାଙ୍କ ଠାରୁ): କରୋନା ସମଗ୍ର ଦେଶରେ ବିଭୀଷିକା ରଚି ଚାଲିଥିବା ବେଳେ ଅନ୍ୟ ରୋଗରେ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରାଣ ହରାଉଥିବାର ପରିଲକ୍ଷିତ ହେଉଛି । ସୁନାମଧନ୍ୟ ତଥା ବିଶିଷ୍ଟ ଗାୟିକା ଅନୁରାଧା ପଢ଼ୱାଲଙ୍କ ପୁତ୍ର ଆଦିତ୍ୟଙ୍କ ମାତ୍ର ୩୫ ବର୍ଷ ବୟସରେ ଦୀର୍ଘଦିନର ଅସୁସ୍କତା ପରେ ଗତକାଲି ସକାଳେ ପରଲୋକ ହୋଇଯାଇଛି । ସେ କୀଡ଼୍‌ନୀ ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ମଧ୍ୟ ଜଣେ ଉଚ୍ଚକୋଟୀର ସଂଗୀତଜ୍ଞ ଥିଲେ । ତାଙ୍କ ଅକାଳ ମୃତ୍ୟୁରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close