ମଲାରୀଆ ଶଶ୍ମାନ ପଡ଼ିଆରେ ବୃକ୍ଷରୋପଣ

ରଗଡି, ୦୩/୦୯: ବୃକ୍ଷ ପ୍ରକୃତିର ସୁରକ୍ଷା ପାଇଁ ଅତୀବ ଜରୁରୀ । ଯେତେ ବୃକ୍ଷରୋପଣ କରାଯିବ ଜୀବଜଗତ ତଥା ପ୍ରକୃତି ମାତା ପାଇଁ ସେତେ ଭଲ ହେବ । ଏହି ଲକ୍ଷ୍ୟ ରଖି ସରକାରଙ୍କ ଛଡା ସମାଜସେବୀମାନେ ମଧ୍ୟ ନିଜସ୍ୱ ଉଦ୍ୟମରେ ପ୍ରତ୍ୟହ କେଉଁଠି ନା କେଉଁଠି ବୃକ୍ଷରୋପଣ କରୁଛନ୍ତି । ଆଜି ସକାଳେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ମଲାରୀଆ ଶଶ୍ମାନ ପଡ଼ିଆରେ ବରିଷ୍ଠ ସାମ୍ବାଦିକ ପ୍ରିୟରଂଜନ କର, ସମାଜସେବୀ ଶୁଶାନ୍ତ କର ଓ ସନାତନ ଦାସ ପ୍ରମୁଖ ପରିବେଶ ସୁରକ୍ଷାକାରୀ ଓ ଶଶ୍ମାନକୁ ଆସୁଥିବା ବ୍ୟକ୍ତିମାନେ ଶବଦାହ ସମୟରେ କିପରି ଛାଇ ପାଇବେ ସେଥିଲାଗି ଛାୟା ପ୍ରଦାନକାରୀ ଅଶ୍ୱତ୍‌ଥ, ବର ଆଦି ଗଛ ଲଗାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close