ହୀରାକୁଦରେ ୪୬ଟି ଗେଟ ଖୋଲିଲା । ମାଡି ଆସୁଛି ମହାନଦୀରେ ବନ୍ୟା ଏ ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ଉପକୂଳବର୍ତ୍ତୀ ଜିଲ୍ଲାରେ ବନ୍ୟା ଆଶଙ୍କା । ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ତତ୍ପର । ଯାଜପୁର ଜିଲ୍ଲାରେ ବହୁ ଅଞ୍ଚଳ ଘରେ ଘରେ ପଶିଲା ପାଣି , କିଛି କିଛି ଗାଁ ବାହ୍ୟଜଗତରୁ ବିଛିନ୍ନ । ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ । ସି ବି ଆ ଇ ଜେରା ରେ ରିୟା ଚକ୍ରବର୍ତୀ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close