ଫ୍ରେଣ୍ଡସ ଗ୍ରୁପ “ଆଜ କୁଛ ତୁଫାନି କରତେ ହେଁ”ତରଫରୁ ଷଷ୍ଠ ତମ ବନ୍ଧୁ ମିଳନ ଉତ୍ସବ ପାଳିତ

କେନ୍ଦ୍ରାପଡା; ୨୪/୦୧: (ଜ୍ୟୋତିରଞ୍ଜନଙ୍କ  ଠାରୁ) “ଫ୍ରେଣ୍ଡସ   ଗୃପ ” (ଆଜ କୁଛ ତୁଫାନି କରତେ ହେଁ) ତରଫରୁ ଷଷ୍ଠ ତମ ବନ୍ଧୁ ମିଳନ ଉତ୍ସବ  ମାର୍ଶାଘାଇ କେନ୍ଦ୍ରାପଡା ଠାରେ ଅତି ଆଡମ୍ବରରେ ପାଳିତ  ହୋଈଯାଇଛି । ଗ୍ରୁପ ର ପ୍ରାଥମିକ ସଦସ୍ୟ ଓ ଅନ୍ୟ ସମସ୍ତ ସଦସ୍ୟ ଙ୍କ ଯୋଗଦାନ ଓ ସହଯୋଗ ରେ ଏହି ଗ୍ରୁପ ର ଷଷ୍ଠ ତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ଅନୁଷ୍ଠିତ ହୋଈଯାଇଛି ।ସମସ୍ତ ସଦସ୍ୟଙ୍କୁ ପୁଷ୍ପ ଦେଇ ସ୍ୱାଗତ କରାଯାଇଥିଲା  ଓ ଏକ କେକ କଟାଯାଇ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା।  ଏହି  ଉତ୍ସବରେ 70 ରୁ 80 ସଦସ୍ୟ ସେମାନଙ୍କ ନିଜର ମତାମତ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଆଲୋଚନା କରିଥିଲେ.। ଏହି ମିଳନରେ ଭଦ୍ରକ ,ବାଲେଶ୍ୱର ,କେନ୍ଦ୍ରାପଡା ,ଯାଜପୁର ,ପୁରୀ ,ଜଗତସିଂପୁର ଓ ଭୁବନେଶ୍ୱର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ।  ଆଗକୁ ଅନେକ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନିଆଯିବ ବୋଲି ସହମତି କରାଯାଇଛି । ଏହି ଗ୍ରୁପ ର ସମସ୍ତ ପରିଚାଳନା କାର୍ଯ୍ୟ ନେଇଥିଲେ ସିଂଙ୍କୁ ଭାଇ, ଲିଟୁ ଭାଇ ,କୁଳମଣି ଭାଇ ,କୈଳାଶ ,ହାପି ,ବାପି ,ତୁନିଆ ,ନିଶିକାନ୍ତ ,ଗୋପାଳ ଭାଇ ,ମଙ୍ଗୁ. ସମୀର .ଚନ୍ଦନ. ତପନ ,ହିମାଂଶୁ .କାଳୁ,ରଞ୍ଜନ ,ହାପି,ମନୋଜ ,ଗୌରବ,ଅରୁଣ , ଜ୍ୟୋତି ପାଣିଗ୍ରାହୀ ଓ ଅନ୍ୟ ସମସ୍ତ ସଦସ୍ୟବୃନ୍ଦ।ଏହି ଫ୍ରେଣ୍ଡସ ଗ୍ରୁପ ଆଗକୁ ବଡ଼ ବଡ଼ ପଦକ୍ଷେପ ନେବ ବୋଲି ଆଶା ରଖାଯାଇଛି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close