୩୦ ପ୍ରତିଶତ ସିଲାବସ୍ କମିଲା , ସମୀର ରଞ୍ଜନ ଦାଶ

ଭୁବନେଶ୍ୱର , ୨୬/୮ : ମହାମାରୀ କରୋନା  ଆଜି ସାରା ବିଶ୍ୱକୁ ନିଜ କବଳରେ ରଖିଥିବାବେଳେ ଦେଶ ଓ ରାଜ୍ୟରେ ଶିକ୍ଷାଦାନ ପ୍ରଭାବିତ ହୋଇଛି । ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିବାବେଳେ କେବଳ ଅନଲାଇନ ପାଠପଢା ଚାଲିଛି । ସି ବି ଏସ ଇ ବହୁ ପୂର୍ବରୁ ତାର ପାଠ୍ୟକ୍ରମ କମ କରିଥିବା ବେଳେ ଏବେ ରାଜ୍ୟ ସରକାର ପ୍ରଥମରୁ  ଦ୍ୱାଦଶ ପର୍ଯ୍ୟନ୍ତ ପାଠ୍ୟକ୍ରମ ବା ସିଲାବସ୍ କୁ ୩୦ ପ୍ରତିଶତ କମ କରିଛନ୍ତି । ସ୍କୁଲ କେବେ ଖୋଲିବ ଏ ନେଇ କୌଣସି ସୂଚନା ମିଳିନାହିଁ । ସିଲାବସ୍ ହ୍ରାସ ପିଲାମାନଙ୍କ ପାଇଁ ନିଶ୍ଚୟ ସହାୟକ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close