ପାରାଦୀପ ପୋର୍ଟ ଟ୍ରଷ୍ଟ ପ୍ରଶାସନିକ ଭବନରେ ବିଶୁଦ୍ଧକରଣ କାର୍ଯ୍ୟକ୍ରମ

ପାରାଦୀପ, ୨୫/୦୮: ପାରାଦୀପ ବନ୍ଦର କର୍ତୃପକ୍ଷ ସବୁଥିରେ ଆଗୁଆ । କରୋନା ସଚେତନା କାର୍ଯ୍ୟକ୍ରମ ହେଉ କି ନିଜ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେଉ । ଏହାଛଡ଼ା ପିପିଟି ପ୍ରଶାସନିକ କୋଠାର ବିଶୁଦ୍ଧକରଣ ଉପରେ ବନ୍ଦର କର୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । କାରଣ ଏଠାରେ ବନ୍ଦରର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବଙ୍କ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ପଦାଧିକାରୀମାନେ କାର୍ଯ୍ୟରତ ଅଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close