ଭଦ୍ରକ ଜିଲ୍ଲା ବାଉଦପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର

ଭଦ୍ରକ ; ୦୬/୧୨ : (ଶିବ ଶଙ୍କର ପଣ୍ଡାଙ୍କ ଠାରୁ) ଭଦ୍ରକ ଜିଲ୍ଲା ବାଉଦପୁର ପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗ ଦେବା ସହ ରକ୍ତଦାନରେ ସାମିଲ ହୋଇଥିବା ଲୋକମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ସମ୍ମାନ ଜଣାଇଥିଲେ।ଏହି ରକ୍ତଦାନ ଶିବିରରେ ବହୁ ବ୍ୟକ୍ତିଙ୍କ ସହଯୋଗ ଥିବାର ଦେଖିବାକୁ ମିଳିଛି। ରକ୍ତଦାନ ମହାପୁଣ୍ୟ ବୋଲି ଭାଷଣ ମାଧ୍ୟମରେ ଶ୍ରୀ ମଲ୍ଲିକ କହିଛନ୍ତି। ଏଥି ସହ ଭଦ୍ରକ ଜିଲ୍ଲାର ଉନ୍ନତି କ୍ଷେତ୍ରରେ ବିଭିନ୍ନ ପଦକ୍ଷେପର ଆଲୋଚନା କରି ସମସ୍ତଙ୍କ ମନୋବଳକୁ ଦୃଢ଼ କରାଇଥିଲେ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close