ସି ପି ଆଇ (ଏମ) ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ତଥା ଶପଥ ଗ୍ରହଣ

ବ୍ୟାସନଗର: ୧୭/୮ : ୭୪ତମ ସ୍ୱାଧୀନତା ଦିବସ ଅବସରରେ ସି ପି ଆଇ (ଏମ) ଓ ସିଟୁ ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା କାର୍ଯ୍ୟଳୟ ନେତାଜୀନଗର ଠାରେ ସିଟୁ ର ଜିଲ୍ଲା ସଭାପତି ତଥା ଶ୍ରମିକ ନେତା ପ୍ରଫୁଲ୍ଲ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ସମ୍ବିଧାନର ସୁରକ୍ଷା ଓ ସାମ୍ପ୍ରଦାୟିକ ସଦଭାବ ରକ୍ଷା କରିବା ପାଇଁ ଏକ ଶପଥ ପତ୍ର ପାଠ କରାଯାଇଥିଲା। ଉକ୍ତ ସଭାରେ ଧୀରେନ୍ଦ୍ର ବେହେରା,ସନ୍ତୋଷ ବରାଳ, ବିଜୟଲକ୍ଷ୍ମୀ ମହାନ୍ତି, ଲାଲୁମଣି ମୁଣ୍ଡା, ସନ୍ତୋଷ କୁମାର ପୃଷ୍ଟି, ମାଧବ ବେହେରା, ବିଜୟ ନାୟକ, ଶରତ ଜେନା, ଏସ କେ ସାବିର ପ୍ରମୁଖ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close