‘ଜଗତ୍‌ପୁର ଇଣ୍ଡଷ୍ଟ୍ରିଆଲ କମ୍ପେ୍ଲକ୍ସ’ରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଇଏସଆଇସି ଡ଼ାଇରେକ୍ଟରଙ୍କ ଦ୍ୱାରା ବୃକ୍ଷରୋପଣ

ଜଗତ୍‌ପୁର, ୦୬/୦୬(ଉ. ନ୍ୟୁଜ୍ ବ୍ୟୁରୋ): ୫୧ତମ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଗତକାଲି ସ୍ଥାନୀୟ ‘ଜଗତ୍‌ପୁର ଇଣ୍ଡଷ୍ଟ୍ରିଆଲ କମ୍ପେ୍ଲକ୍ସ’ରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ଭୂବନେଶ୍ୱର ସ୍ଥିତ ଇଏସଆଇସିର ଆଂଚଳିକ ନିର୍ଦ୍ଦେଶକ ପାର୍ଥସାରଥି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତ୍‌ପୁର ଇଣ୍ଡଷ୍ଟ୍ରିଆଲ କମ୍ପେ୍ଲକ୍ସର ଅଧ୍ୟକ୍ଷ ଅବନୀ ମହାପାତ୍ର, ସଂପାଦକ ଶ୍ରୀ ସେନ ପ୍ରମୁଖ ଯୋଗ ଦେଇଥିଲେ । ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋଚନା କରାଯାଇଥିଲା ।


Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close