ଝାରସୁଗୁଡ଼ା ବିଧାୟକ ଭାବେ ଶପଥ ନେଲେ ଦୀପାଳି; ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାର୍ଯ୍ୟକରିବେ ବୋଲି କହିଲେ

ଭୂବନେଶ୍ୱର, ୧୫.୦୫(ବିଭୂତି ଭୂଷଣ ଜେନାଙ୍କ ଠାରୁ): ଚଳିତ ଉପ-ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଦିବଗଂତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ କନ୍ୟା ଦୀପାଳି ଦାସ ଆଜି ଝାରସୁଗୁଡ଼ାର ନୂତନ ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ନେବା ପରେ ଦୀପାଳି କହିଛନ୍ତି ଯେ, ଝାରସୁଗୁଡ଼ା ବାସୀଙ୍କ ସେବା ପାଇଁ ସବୁବେଳେ କାର୍ଯ୍ୟ କରିବି, ବାପାଙ୍କ ଅଧୂରା ସ୍ୱପ୍ନ ପୁରଣ ପାଇଁ ଚେଷ୍ଟା କରିବି, ସର୍ବୋପରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାର ହିତ ପାଇଁ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close