ଶାସ୍ତ୍ରୀୟ ସଂଗୀତଜ୍ଞ ଯଶରାଜଙ୍କ ପରଲୋକ

୧୮/୮: “ପଦ୍ମବିଭୂଷଣ ” ପଣ୍ଡିତ ଯଶରାଜଙ୍କ ୯୦ ବର୍ଷରେ ଦେହାନ୍ତ ହୋଇଛି। ସୋମବାର ପୂର୍ବାହ୍ନରେ ନିଜ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି।ସଙ୍ଗୀତ ସାଧନା କ୍ଷେତ୍ରରେ ସେ “ସଙ୍ଗୀତ ମାର୍ତ୍ତଣ୍ଡ ” ଉପାଧି ଲାଭ କରିଥିଲେ। ଏହା ସହିତ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମବିଭୂଷଣ  ସମ୍ମାନ ପ୍ରଦାନ କରାଯାଇଥିଲା  ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close