
ଗୀତିକାର, କବି ତଥା ଔପନ୍ୟାସିକ ତପନ ପଟ୍ଟନାୟକଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ
କେଉଁଝର, ୧୫/୩: ଭକ୍ତି ସଂଗୀତ “ ମୁଁ ଆସିଛି ଦେଖି ମୋ’ କଳା ବଦନକୁ, କଳା ବଦନକୁ ମୋ’ ସୁନାର ଧନକୁ……” ଭଜନର ରଚୟିତା ତଥା ଓଡ଼ିଶାର ଜଣେ ଜଣାଶୁଣା କବି ଏବାଂ ଔପନ୍ୟାସିକ ତପନ ପଟ୍ଟନାୟକଙ୍କ ଗତ କାଲି ପରଲୋକ ଘଟିଛି । ତାଙ୍କ ବିୟୋଗରେ କଳା ଜଗତ ତଥା ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
Live Share Market