ଯାଜପୁରରୋଡ୍ ଥାନା ଖଣ୍ଡାହତା ଛକରେ ମର୍ମାନ୍ତୁଦ ଦୁର୍ଘଟଣା,ବାଲି ବୋଝେଇ ଡମ୍ଫର ଧକ୍କାରେ ବାଇକ୍ ଆରୋହୀ ମୃତ

ଯାଜପୁର;୨୦/୦୨: (ନିପ୍ର) ଯାଜପୁର ରୋଡ୍ ଥାନା ଖଣ୍ଡାହତା ଛକରେ ମର୍ମାନ୍ତୁଦ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଡମ୍ଫର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟ୍  । ମୃତ ଯୁବକ ଯଖପୁରା ଗ୍ରାମର ନନ୍ଦ ମଲ୍ଲିକଙ୍କ ପୁଅ କାହ୍ନୁ ମଲ୍ଲିକ ବୋଲି  ଜଣାପଡ଼ିଛି। ରାଛିପୁର ଶନି ମନ୍ଦିରରୁ ଠାକୁର ଦର୍ଶନ କରି ଫେରୁଥିବା ସମୟରେ ଯୁବକଙ୍କ ମୃତ୍ୟ ଖବର  ପାଇ ପୋଲିସ  ଘଟଣା ସ୍ଥଳରେ ପହଞ୍ଚିି OR14S-8033 ଗାଡିଟିକୁ ଜବତ କରି ତଦନ୍ତ ଚଳାଇଛି।ଜିଲ୍ଲାର ଅଧିକାଂଶରେ ଦୁର୍ଘଟଣା କମିବାର ନା ଧରୁନି। ଗାଡି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ନିରୀହ ଲୋକଙ୍କ ଜୀବନ ଯାଉଛି।    

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close