‘ସମାଜ’ର ସଂପାଦକ ନିରଞ୍ଜନ ରଥଙ୍କୁ ଅଭିନନ୍ଦଜ ଜଣାଇଲେ ‘ଇଣ୍ଡିଆନ ସିଟିଜେନସ୍ ପାର୍ଟି’ର ରାଜ୍ୟ ସଭାପତି ରମେଶ ରାଉତ

କଟକ, ୧୧/୩(ଉ. ନ୍ୟୁଜ୍ ବ୍ୟୁରୋ): ବହୁଳ ପ୍ରସାରିତ ଓଡ଼ିଆ ଦୈନିକ ଖବରକାଗଜ ‘ସମାଜ’ର ସଂପାଦକ ନିରଞ୍ଜନ ରଥଙ୍କୁ ‘ଇଣ୍ଡିଆନ ସିଟିଜେନସ୍ ପାର୍ଟି’ର ରାଜ୍ୟ ସଭାପତି ରମେଶ ଚନ୍ଦ୍ର ରାଉତ ଅଭିନନ୍ଦଜ ଜଣାଇବା ସଂଗେ ସଂଗେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି । ସୁଚନାଯୋଗ୍ୟ, ଶ୍ରୀଯୁକ୍ତ ରାଉତଙ୍କ ନେତୃତ୍ୱରେ ପାର୍ଟି ବିଭିନ୍ନ ପ୍ରସଙ୍ଗରେ ଏବେ ଯଥେଷ୍ଟ କ୍ରିୟାଶୀଳ ହେବା ସହ ରାଜ୍ୟରେ ଦଳର ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ରଣକୈାଶଳମାନ ଆପଣେଇବାରେ ଲାଗିପଡ଼ିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close