ବିଶ୍ୱ କଳିଙ୍ଗ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ

କୋରେଇ;୨୩/୦୧(ନି ପ୍ର) :କୋରେଇ ବ୍ଲକ ଶଂଖଚିଲା ସ୍ଥିତ ପହଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣୀ କର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧନତାରେ ବିଶ୍ଵକଳିଙ୍ଗ ଫାଉଣ୍ଡେସନ ଧବଳଗିରୀ ପକ୍ଷରୁ ଏହାର ସଂପାଦିକା ପ୍ରଣତି ପ୍ରିତିନନ୍ଦା ନାୟକ ଓ ଉପ ଦେଷ୍ଟା ଇଂଜିନିୟର ପ୍ରତାପ କିଶୋରନାୟକଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ଫୁଲ ଓ ଫଳଗଛର ଚାରା ରୋପଣ କରାଯାଇଥିଲା ।ଏଥିରେ ସ୍ଥାନୀୟ ସରପଞ୍ଚ ଲୋପାମୁଦ୍ରା ଘଡ଼େଇ ,ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ରାମଚନ୍ଦ୍ର ରାଉତ ଓ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ରବୀନ୍ଦ୍ର କୁମାର ଘଡ଼େଇ ପ୍ରମୁଖ ସହଯୋଗ କରିଥିଲେ ।ଏଭଳି କାର୍ଯ୍ୟକ୍ରମ କୁ ସର୍ବସାଧାରଣ ରେ ସ୍ବାଗତ କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close