ଋସୁଲପୁର ବାହାଦଲାପୁର ପଂଚାୟତର ସରିଫାବାଦ କଂଟ୍ରୋଲ ଡିଲରଙ୍କ ବିରୋଧରେ ବ୍ଲକରେ ଅଭିଯୋଗ କଲେ ମହିଳା

ଋସୁଲପୁର,୦୮/୧୨(ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ବାହାଦଲାପୁର ପଂଚାୟତର ସରିଫାବାଦ ଗ୍ରାମରେ ଥିବା କଂଟ୍ରୋଲ ଡିଲରଙ୍କ ବିରୋଧରେ ଆଜି ବହୁ ମହିଳା ଏ.ବି.ଡି.ଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଡିଲର ଚନ୍ଦନ କୁମାର ସାହୁ ଦୀର୍ଘ ୦୯ ମାସ ଧରି କଂଟ୍ରୋଲ ସାମଗ୍ରୀ ବଂଟନରେ ଚଂଚକତା କରିବା ସହ କମ ପରିମାଣର ସାମଗ୍ରୀ ଦେଉଥିବାର ଅଭିଯୋଗ ହୋଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close