ନବୀନ ସରକାର ସମୟରେ ଘଟିଥିବା ପୋଲିସ ଏନକାଉଂଟରଗୁଡ଼ିକର ବିଚାର ବିଭାଗୀୟ ତଦନ୍ତ ଦାବୀ କଲା ଆଇ.ସି.ପି

ଭୁବନେଶ୍ୱର,୧୮/୧୨: ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳ ଦୀର୍ଘ ୨୪ ବର୍ଷ ସମୟର ଯଥା-ତା ୦୫/୦୩/୨୦୦୦ରିଖ ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ପୋଲିସ କରିଥିବା ସମସ୍ତ ଏନକାଉଂଟରଗୁଡ଼ିକର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବିଚାର ବିଭାଗୀୟ କମିଶନ ଗଠନ କରି ସେସବୁର ତଦନ୍ତ କରି ସରକାରଙ୍କୁ ଆଇନ ଅନୁଯାୟୀ ତଦନ୍ତ ରିପୋର୍ଟ ଉପସ୍ଥାପିତ କରିବା ପାଇଁ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ ଦାବି କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close