ଲେବଗା ସଏଙ୍କ ସନ୍ଦେହ ଜନକ ମୃତ୍ୟୁ


ମୟୁରଭଞ୍ଜ ; ୨୪/୧୧( ଲକ୍ଷ୍ମୀ ନାରାୟଣ ରାଉତରାୟଙ୍କ ଠାରୁ ) : ଠାକୁରମୁଣ୍ଡା ରେ ଲେବଗା ସଏଙ୍କ ସନ୍ଦେହ ଜନକ ମୃତ୍ୟୁ । ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ହାତୀଘୋଡ଼ା ଗ୍ରାମ ପଞ୍ଚାୟତ ଅଧୀନ ରାଣୀଭୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେହି ଗ୍ରାମର ଲେବଗା ସଏଙ୍କୁ ନିଜର ସ୍ଵାମୀ ସିତୁଂ ସଏ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ନିଜର ଭାଈ ରାମାୟା ହୋ ଘର ଖପରଖାଇ ଠାକୁରମୁଣ୍ଡା ଥାନାରେ ଏତଲା ଦେଇଛନ୍ତି । ତାଙ୍କର ସ୍ବାମୀ କହିବା ଅନୁସାରେ ଶୁକ୍ରବାର ଦିନ ହାତୀ ଘୋଡ଼ା ସାପ୍ତାହିକ ହାଟରୁ ବିଳମ୍ବ ରେ ଘରକୁ ଫେରିଥିଲେ । ସେହି କଥାକୁ ନେଇ ଦୁଇ ଜଣଙ୍କର ଝଗଡ଼ା ହୋଇଥିଲା । ସେଥିପାଇଁ ସେ ବିଷପିଇ ଆତ୍ମହତ୍ୟା କରିଛନ୍ତି । ଥାନା ଅଧିକାରୀଣୀ ତଦନ୍ତ ଜାରି ରଖିଛନ୍ତି ଏବଂ ଶବକୁ ବ୍ୟବଛେଦ କରିବା ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଛନ୍ତି । ସେଠାରୁ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଯେ ଏହା ଆତ୍ମହତ୍ୟା ନା ହତ୍ୟା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close