ଯାଜପୁରରୋଡ ଫେରୋକ୍ରୋମ ବାଙ୍କିସାହି ଆଖଣ୍ଡଳମଣୀଶ୍ୱରାୟ ନିକଟରେ ଜଗତ କଲ୍ୟାଣ ପାଇଁ ରୁଦ୍ରାଭିଷେକ

ବ୍ୟାସନଗର,୧୧/୩(ଦୀପକ କୁମାର ପାଣିଗ୍ରାହୀଙ୍କ ଠାରୁ): ଯାଜପୁରୋଡର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ସର୍ବପୁରାତନ ବାଙ୍କିସାହୀ ଆଖଣ୍ଡଳମଣିଶ୍ୱରାୟ ନିକଟରେ ମହାଶିବରାତ୍ରୀ ତଥା ଜାଗର ଉପଲକ୍ଷେ ଜଗତ କଲ୍ୟାଣ ଓ କରୋନାରୁ ମୁକ୍ତି ପାଇଁ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା । ଏଥିରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ କର୍ତା ଭାବେ ଓ ତାଙ୍କ ସହଧର୍ମିଣୀ ବିଦ୍ୟୁତ୍‌ପ୍ରଭା ରାୟ କର୍ତୀ ରୂପେ ଏହି କଠିନ ପୂଜାକୁ ସଂପାଦିତ କରିଥିଲେ । ମନ୍ଦିର କମିଟିର ଚିତରଂଜନ କର, ଆନନ୍ଦ ନାଥ ଶର୍ମା, ନନ୍ଦକିଶୋର ସେନାପତି, ଦେବରଂଜନ କର, ଉମେଶ ଦାସ, କୈଳାସ ଦାସ, ପ୍ରକାଶ ମଲ୍ଲିକ, ରାଜେଶ ବିଶ୍ୱାଳ ପ୍ରମୁଖ ପୂଜା କାର୍ଯ୍ୟ ଆଦିରେ ସହଯୋଗ କରିଥିଲେ । ରାତ୍ର ୧୧ଟା ୪୫ମି ସମୟରେ ଏଠାରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close