ଓଡ଼ିଶା ବଜେଟ୍; ଓଡ଼ିଶାବାସୀଙ୍କୁ ବିନାଶ ଓ ବର୍ବାଦ କରି ବିଜେଡିକୁ କ୍ଷମତାସୀନ କରିବାକୁ ନବୀନ ପଟ୍ଟନାୟକଙ୍କ ହୀନ ଉଦ୍ୟମ-ଇଣ୍ଡିଆନ୍ ସିଟିଜେନସ ପାର୍ଟି 

 

 ଭୁବନେଶ୍ୱର: ଓଡିଶା ବଜେଟ୍ ୨୦୨୩-୨୦୨୪ ଉପରେ ପ୍ରତିକ୍ରିୟା ପ୍ରକାଶ କରି ‘ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି’ର ସଭାପତି  ରମେଶ ଚନ୍ଦ୍ର ରାଉତ କହିଛନ୍ତି ଯେ, ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କୁ ବିନାଶ ଓ ବର୍ବାଦ୍ କରି ବିଜୁ ଜନତା ଦଳକୁ କ୍ଷମତାସୀନ କରିବାକୁ ଏହା ନବୀନ ପଟ୍ଟନାୟକଙ୍କ ୨୪ତମ ଉଦ୍ୟମ ବୋଲି ସେ ଏକ ପ୍ରେସ ବିବୃତିରେ କହିଛନ୍ତି ! ଗରିବ, ମଧ୍ୟବିତ୍ତ, ବେରୋଜଗାରୀ, କୃଷକ, ଶ୍ରମିକ ସରକାରୀ କର୍ମଚାରୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବରିଷ୍ଠ ନାଗରିକ ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ଲୋକପ୍ରତିନିଧି, ମହିଳା, ଗୃହିଣୀ, ଦଳିତ ଆଦିବାସୀ, ପଛୁଆବର୍ଗ, ସାମ୍ବାଦିକ, ଓକିଲ, ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ଭିନ୍ନକ୍ଷମ, ପ୍ରବାସୀ ଓଡ଼ିଆ, ପୂର୍ବତନ ସୈନିକ, କାହାରି ଉନ୍ନତି ବା ବିକାଶ ପାଇଁ ଓଡ଼ିଶା ବଜେଟ୍ ରେ ଅର୍ଥ ବ୍ୟବସ୍ଥା କରାଯାଇନାହିଁ; କେବଳ ମିଶନ ଶକ୍ତି ମହିଳାଙ୍କୁ ବିଦ୍ୟୁତ ଚାଳିତ ସ୍କୁଟି ଦେଇ ବିଜୁ ଜନତା ଦଳର ନିର୍ବାଚନ ପ୍ରଚାର କରିବା ପାଇଁ ଓଡ଼ିଶାବାସୀଙ୍କର ଅର୍ଥର ବର୍ ବାଦ୍ ଏବଂ ଏହାର ପରିଣାମ ଭୟଙ୍କର ହେବ ବୋଲି ଶ୍ରୀ ରାଉତ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳକୁ ସତର୍କ କରି ଦେଇଛନ୍ତି !
             
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close