
ଓଡ଼ିଶା ଅସଂଠିତ ଶ୍ରମିକ ସଂଘ ସମନ୍ୱୟ କମିଟି ପକ୍ଷରୁ ଶ୍ରମ ମନ୍ତ୍ରୀଙ୍କୁ ଦାବୀପତ୍ର
ଭୁବନେଶ୍ୱର, ୩୦/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ପକ୍ଷରୁ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ସାହୁଙ୍କୁ ସାକ୍ଷାତ କରି ଅସଂଠିତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ଏକ ଦାବୀପତ୍ର ନିକଟରେ ପ୍ରଦାନ କରାଯାଇଛି ।
Live Share Market