“ମେ ଆଇ ହେଲ୍ପ ୟୁ ମୋ ପରିବାର “କୁ ଜଳେଶ୍ୱରର ବେଷ୍ଟ ସାମାଜିଜ ସଂଗଠନ ହିସାବରେ ସମ୍ମାନିତ

ବାଲେଶ୍ୱର/ଜଳେଶ୍ୱର;୧୯/୦୨:(ବ୍ରଜ ଗୋପାଳ ସେନଙ୍କ ଠାରୁ) ଗତକାଲି ସନ୍ଧ୍ୟାରେ ଜଳେଶ୍ୱର ବ୍ଲକ ଅଧୀନ ଚୋମୌଜରେ ଅନୁଷ୍ଠାନ ତରଫରୁ “ମେ ଆଇ ହେଲ୍ପ ୟୁ ମୋ ପରିବାର “କୁ ଜଳେଶ୍ୱରର ବେଷ୍ଟ ସାମାଜିଜ ସଂଗଠନ ହିସାବରେ ସମ୍ମାନିତ କରାଯାଇଛି।ଏହି ସମ୍ମାନ
“ମେ ଆଇ ହେଲ୍ପ ୟୁ” ସଂଗଠନର ସମସ୍ତ   ପ୍ରତ୍ୟକ୍ଷ ଓ      ପରୋକ୍ଷରେ ସହଯୋଗ କରିଥିବା କାଯ୍ୟକର୍ତ୍ତା ଭାଇ ଓ ଭଉଣୀଙ୍କୁ ଗୁରୁଜନ ମାନଙ୍କୁ ଏହି ସମ୍ମାନକୁ ଉତ୍ସର୍ଗ କରାଯାଇଛି।

ସଂଗଠନର ସମସ୍ତ କାଯ୍ୟକର୍ତ୍ତା ଅତ୍ୟନ୍ତ ଉଦ୍ୟମ ଏବଂ କଠିନ ପରିଶ୍ରମ ସହ ନିସ୍ଵାର୍ଥପର ସମାଜସେବାରେ ନିଜକୁ ଉତ୍ସର୍ଗ କରନ୍ତି ଏବଂ ଆଗକୁ କରିଚାଲିବୁ ବୋଲି ମେ ଆଇ ହେଲ୍ପ୍ ୟୁ ର ସଦସ୍ୟ ମାନେ କହିଛନ୍ତି ଏବଂଯଦି ଜଳେଶ୍ୱରରେ ଅସହାୟ, ବୁଦ୍ଧ, ମାନସିକ ଭାରସାମ୍ୟ ହରାଉଥିବା କିମ୍ବା ଖାଇବାକୁ ପାଉନଥିବା ବ୍ୟକ୍ତି ଆପଣ ଦେଖନ୍ତି ସଂଗଠନ ନମ୍ବର(6370634400) ରେ ବାର୍ତା ଦେବାକୁ ଅନୁରୋଧ ମଧ୍ୟ୍ୟ କରିଛନ୍ତି।
ଆପଣଙ୍କ ବାର୍ତା ପାଇ ଯଦି ସଂଗଠନ କିଛି ଲୋକଙ୍କୁ ସେବା କରିପାରିବ ତାହା ଆପଣଙ୍କୁ ଭଲ ଲାଗିବା ସହ ସଂଗଠନ ଯେଉଁ ଉଦେଶ୍ୟ ନେଇ ଗଠନ କରାଯାଇଛି ସଂଗଠନ ଅତ୍ୟନ୍ତ ଖୁସି ହେଇ ପାରିବ କାରଣ ଗରିବ ଅସହାୟ ମାନଙ୍କୁ ଖୁସି ଦେବା ସଂଗଠନର ମୂଳ ଉଦେଶ୍ୟ ବୋଲି ସଦସ୍ୟ ମାନେ ପରିପ୍ରକାଶ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close