କୁଆଖିଆ ଠାରେ ଡକ୍ଟର ଆଇଓନାଇଜର ତରଫରୁ ଏକ ସଚେତନତା ଶିବିର ଅନୁଷ୍ଠିତ

ଯାଜପୁର ; ୦୨/୦୯ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଯାଜପୁର କୁଆଖିଆ ଠାରେ Dr. Ionizer ତରଫରୁ ପିଇବା ପାଣି ମାଧ୍ୟମରେ ଇମ୍ମ୍ୟୁନିଟିକୁ କିପରି ବୃଦ୍ଧି କରାଯାଇପାରିବ ଏ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ନୂତନ ନିଯୁକ୍ତି ସୁଯୋଗ ଅବସରର ଆୟୋଜନ ମଧ୍ଯ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଲାହକାର ଓ dr. Aqua କମ୍ପାନୀର ପ୍ରଵକ୍ତା ରାଜୀବ ଲୋଚନ , କୁଆଖିଆ ଶାଖାର ପରିଚାଳକ ଦେବେନ୍ଦ୍ର ଛନ୍ଦ ଓ ଯାଜପୁର ଜିଲ୍ଲା କମ୍ପାନୀ କୋ୍ଡିନେଟର ମୁଖ୍ୟ ଜ୍ୟୋତିରଞ୍ଜନ ରାୟଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ ହୋଇଥିଲା। ବହୁ ଯୁବ ଓ ଅଭିଜ୍ଞ ଲୋକ ଉପସ୍ଥିତ ରହିବା ସହ ପାଣିର ଇମ୍ମ୍ୟୁନିଟି ଓ ଉପକାରିତା ଉପରେ ସମ୍ୟକ ଜ୍ଞାନ ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close