କୋରେଇ ପୂର୍ବକୋଟରେ ଖୋଲିଛି ‘ଇଣ୍ଡଷ୍ଟ୍ରିଆଲ ସେପ୍ଟି’ ପାଠ୍ୟକ୍ରମ

ରଗଡ଼ି: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅଧିନସ୍ଥ ରଗଡ଼ି ନିକଟବର୍ତୀ ପୂର୍ବକୋଟ ହାଟ ନିକଟରେ ଗତ ୨୫/୦୫/୨୦୨୩ରେ ଖୋଲିଛି “ଇଣ୍ଡଟେକ୍ ଏଜେୁକେସନ ଆଣ୍ଡ ଟେକ୍ନିକାଲ ଇନ୍‌ଷ୍ଟିଚ୍ୟୁଟ୍‌” । କଳିଙ୍ଗନଗର ଶିଳ୍ପାଂଚଳରେ ଗଢ଼ି ଉଠିଥିବା ବିଭିନ୍ନ କଳକାରଖାନା ସମେତ ଅନ୍ୟ ସ୍ଥାନରେ ଥିବା କଳକାରଖାନା ଆଦିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହି ବୈଷୟିକ ତାଲିମ ଶିକ୍ଷାନୁଷ୍ଠାନର ଗୁରୁତ୍ୱ ରହିବ ବୋଲି କୁହାଯାଉଛି । ମାଟ୍ରିକ ପାସ ପରେ ମାତ୍ର ଏକ ବର୍ଷର ତାଲିମ ନେବା ପରେ ସେମାନେ ଦକ୍ଷତାର ସହ କାର୍ଯ୍ୟକରିବାରେ ସମର୍ଥ ହେବେ । ଏଠାରେ ୦୨ ପ୍ରକାରର ପାଠ୍ୟକ୍ରମ ଯଥା- ୧) ଡ଼ିପ୍ଲେମା ଇନ ଇଣ୍ଡଷ୍ଟ୍ରିଆଲ ସେପ୍‌ଟି ମ୍ୟାନେଜ୍‌ମେଂଟ (Diploma in Industrial Safety Management) (୦୧ ବର୍ଷିଆ କୋର୍ସ), ୨) ଡ଼ିପ୍ଲେମା ଇନ ଫାୟାର ଆଣ୍ଡ ସେପ୍‌ଟି ମ୍ୟାନେଜ୍‌ମେଂଟ (Diploma in Fire & Safety Management) (୦୧ ବର୍ଷିଆ କୋର୍ସ) ରହିଛି । ମାଟ୍ରିକ ପାସଧାରୀଙ୍କ ସହ ଆଇଟିଆଇ, +୨, +୩, ଡିପ୍ଲୋମା, ବି.ଟେକ୍ ଧାରୀ ଏହି ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ । ଏଥିପାଇଁ ଉଚ୍ଛୁକ ପ୍ରାର୍ଥୀ କିମ୍ବା ଅବିଭାବକମାନେ ୭୨୦୫୬୬୪୨୩୧ ଏବଂ ୯୬୪୩୯୨୨୮୪୦ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ । ଇମେଲ-indtechins@gmail.com  

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close