ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବନ ମହୋତ୍ସବ ଦିବସ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଯାଜପୁର ବ୍ଳ୍‌କ ପଣସା ଗ୍ରାମ ପଂଚାୟତର ଭଗବାନ ନନ୍ଦ ଊଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବନ ମହୋତ୍ସବ ପାଳିତ ହୋଇଯାଇଚ୍ଥି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ମାନ୍ୟବର ଶ୍ରୀକାନ୍ତ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଜିଲ୍ଲା ଆଇନ ସେବା ପ୍ରଧିକରଣ, ଯାଜପୁରର କାର୍ଯ୍ୟକାରୀ ସଂପାଦକ ଦୁର୍ବାଶା ବୁର୍ଗା ଏହାକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ ଜ୍ଞାନେନ୍ଦ୍ର କୁମାର ବାରିକ, ସି.ଜି.ଏମ୍ ଜାନକୀ ବିଶ୍ୱାଳ, ବରିଷ୍ଠ ଦେୱାନୀ ବିଚାରପତି ହୃଷିକେଶ ସାହୁ, ବରିଷ୍ଠ ଅତିରିକ୍ତ ଦେୱାନୀ ବିଚାରପତି ପ୍ରସନ୍ନ କୁମାର ବେହେରା, ରେଜିଷ୍ଟ୍ରାର ପି. ସୁଜାତା, ଏସ୍‌.ଡି.ଜେ.ଏମ୍ ବିଶ୍ୱକଲ୍ୟାଣୀ ମିଶ୍ର, ମୁନସିପଂ୍ ମିସ୍ ଜୁଏଲ ପଟ୍ଟନାୟକ, ଏସ୍‌.ଡି.ପି.ଓ, ଯାଜପୁର, ପଣସା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାମଲ ଓ ଅନ୍ୟାନ୍ୟ ବିଚାରପତି, ଓକିଲ, ପାରାଲିଗାଲ ଭଲେଣ୍ଟିୟର, ବନ ଅଧିକାରୀ ଓ କର୍ମଚାରୀମାନେ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଚ୍ଥାତ,୍ର ଚ୍ଥାତ୍ରୀ, କୋର୍ଟର କର୍ମଚାରୀମାନେ ମଧ୍ୟ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close