ଜିଲ୍ଲା ଯାଦବ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଯାଜପୁର; ୦୧/୦୬ (ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଜିଲ୍ଲା ଯାଦବ ମହାସଭା ଯାଜପୁର ତରଫରୁ ଧର୍ମଶାଳା ବରଡ଼ା ଛକ ବେହେରା କମ୍ପ୍ଲେକ୍ସ ଠାରେ ନବ ନିର୍ବାଚିତ ୱାଡମେମ୍ବର୍ ,ସରପଞ୍ଚ ସମିତି ସଭ୍ୟ/ସଭ୍ୟା,ବ୍ଲକ୍ ଅଧ୍ୟକ୍ଷା ମୁନିସି ପାଲଟି କାଉନସିଲର ଏବଂ ଇଞ୍ଜିନିୟର ବୈଜ୍ଞାନିକ ମାନଙ୍କୁ ସମ୍ବର୍ଦ୍ଧନା କରା ଯାଇଅଛି। ଉକ୍ତ ବୈଠକରେ ସଭାପତିତ୍ବ କରିଥିଲେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମ ଚନ୍ଦ୍ର ବେହେରା । ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ବଳରାମ ବଗର୍ତ୍ତି ,ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ମିନତୀ ସେନାପତି , ଜିଲ୍ଲା ଯାଦବ ପରାମର୍ଶ ଦାତା ଶ୍ରୀଯୁକ୍ତ ନିତ୍ୟାନନ୍ଦ ବେହେରା ,ବିପିନ ବିହାରୀ ଦାସ,କାର୍ଯ୍ୟ କାରି ସଭାପତି ନିର୍ମଳ ଜତୀ ,ଯୁବ ଯାଦବ ସଭାପତି ଇଂ ମନୋଜ ଦାସ ,ଯୁବ ଯାଦବ ସାଧାରଣ ସମ୍ପାଦକ ସରୋଜ ବାରିକ ,ସୁକିନ୍ଦା ବ୍ଲକ ସଭାପତି ଶ୍ରୀଯୁକ୍ତ ପରମାନନ୍ଦ ନାୟକ ସୁକିନ୍ଦା ଯୁବ ଯାଦବ ସଭାପତି ପ୍ରସନ୍ନ ବେହେରା ,ଓ ଜିଲ୍ଲା ଯାଦବ ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ରସେନ ଦାସ ଯୋଗଦେଇଥିଲେ। ଶେଷରେ ନିତ୍ୟାନନ୍ଦ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close