ବ୍ଳ୍‌କ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପାଇଁ ସୂଚନା

ଯାଜପୁର; ୨୩/୦୫ (ନି ପ୍ର ) : ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଓ ଜିଲ୍ଲା କ୍ରୀଡା ବିଭାଗର ମିଳିତ ଆନୁକୂଲ୍ୟରେ ବ୍ଳ୍‌କ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଚଳିତ ମାସରୁ ଅନୁଷ୍ଠିତ ହେବ ।୨୪ା୫ା୨୦୨୨ ରିଖରେ ବରୀ ବ୍ଳ୍‌କର କୃପାସିନ୍ଧୁ ବିଦ୍ୟା ଭବନ ଓ କୋରାଇ/ବ୍ୟାସନଗର ପୈାର ପରିଷଦର ଏନ୍‌.ସି. ଉଚ୍ଚ ବିଦ୍ୟାଳୟ, ଯାଜପୁର ରୋଡ ଠାରେ, ତା ୨୫ା୫ା୨୦୨୨ ରିଖରେ ଦାନଗଦୀ ବ୍ଳ୍‌କର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ରାମ୍ପିଲୋ ଓ ରସୁଲପୁର ବ୍ଳ୍‌କର ଖଣ୍ଡିତର ଉଚ୍ଚ ବିଦ୍ୟାଳୟ ଠାରେ, ତା ୨୬ା୫ା୨୦୨୨ ରିଖରେ ଧର୍ମଶାଳା ବ୍ଳ୍‌କର ଧର୍ମଶାଳା ବାଣିପୀଠ ଓ ବିଂଝାରପୁର/ଦଶରଥପୁର ବ୍ଳ୍‌କର ଶ୍ରୀବନ୍ତ ଉଚ୍ଚ ବିଦ୍ୟାଳୟ, କଲ୍ୟାଣପୁର ଠାରେ, ତା ୨୭ା୫ା୨୦୨୨ ରିଖରେ ବଡଚଣା ବ୍ଳ୍‌କର ସରକାରୀ ଉଚ୍ଚ ବିଦ୍ୟାଳୟ, ଚଣ୍ଡିଖୋଲ ଓ ସୁକିନ୍ଦା ବ୍ଳ୍‌କର ମହାଗିରି ସରକାରୀ ଉଚ୍ଚ ବିଦ୍ୟାଳୟ, କୁହିକା ଠାରେ ଏବଂ ତା ୧ା୬ା୨୦୨୨ ରିଖରେ ଯାଜପୁର/ଯାଜପୁର ପୈାର ପରିଷଦର ଭଗବାନ ନନ୍ଦ ଉଚ୍ଚ ବିଦ୍ୟାଳୟ, ପଣସା ଠାରେ ଅନୁଷ୍ଠିତ ହେବ ବୋଲି ବିଭାଗୀୟ ପତ୍ର ମାଧ୍ୟମରେ ଜଣାଇଚ୍ଥନ୍ତି । ଯେଉଁ ପ୍ରତିଭା ମାନେ ପୂର୍ବରୁ ନିଜ ନାମ ପଞ୍ଜିକରଣ କରିଥିବେ ସେମାନେ ନିଜର ବୟସ ପ୍ରମାଣପତ୍ର/ଜନ୍ମଗତ ପ୍ରମାଣ ପତ୍ର/ନିଜ ଶିକ୍ଷାନୁଷ୍ଠାନର ବୟସ ପ୍ରମାଣ ପତ୍ର ଦାଖଲ କରିବା ସହିତ ନିଜେ ଉପରୋକ୍ତ ସ୍ଥାନ ମାନଙ୍କରେ ସକାଳ ୭ ଘଟିକା ଠାରୁ ୧୧ ଘଟିକା ମଧ୍ୟରେ ଯାଂଚ ପାଇଁ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମ ପାଇଁ ଆବେଦନକାରୀଙ୍କ ବୟସ ସୀମା ୧୦ ରୁ ୧୫ ହୋଇଥିବା ଆବଶ୍ୟକ । ଏ ସଂପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ, ଯାଜପୁର (ମୋ.ନଂ. ୭୦୦୮୮୫୭୨୦୨) ଓ ହକି ପ୍ରଶିକ୍ଷକ, ଯାଜପୁର (ମୋ.ନଂ. ୭୯୧୫୦୭୯୪୫୪) ଙ୍କ ସହ ଯୋଗଯୋଗ କରିବା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଯାଜପୁରଙ୍କ ସୂତ୍ରରୁ ପ୍ରକାଶ ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close