ପାଣିକୋଇଲି ଅଂଚଳର ସଫଳ ଚାଷୀ ରାଜକିଶୋର ବେହେରାଙ୍କ ସଂର୍ପକରେ

ପାଣିକୋଇଲି, ୨୮/୪(ରାମଚନ୍ଦ୍ର ବାରିକଙ୍କ ଠାରୁ): କୋଭିଡ-୧୯ ସମସ୍ୟା ପାଇଁ ଅନେକ ଲୋକଙ୍କ ରୋଜଗାର ଉଜୁଡିଯାଇଛି ବା ବହୁ ପରିମାଣରେ କମିଯାଇଛି । ଏହି ସମୟରେ ବହୁ ଅତ୍ୟାବଶକ ଦ୍ରବ୍ୟର ଦର ନାହିଁ ନ ଥିବା ବୃଦ୍ଧି ଘଟିଛି । ବିଶେଷକରି ମଧ୍ୟବିତମାନଙ୍କ ପରିବାର ଏଥିଯୋଗୁ ବହୁ ମାତ୍ରାରେ ପ୍ରଭାବିତ ହୋଇଆସୁଛି । ସରକାର ନିର୍ବାଚନ ପରେ ନିର୍ବାଚନ ଲଢ଼ିଲେ, ହେଲେ ଲୋକଙ୍କ ଅସଲ ସମସ୍ୟାଗୁଡିକୁ ଅଧିକାଂଶ ସ୍ଥଳେ ଆଡ଼େଇ ଯାଇଛନ୍ତି । ଏମିତି ବହୁ ଜନସାଧାରଣ ଅଛନ୍ତି, ଯେଉଁମାନେ କି ନିଜ ସିଂଘରେ ମାଟି ତାଡି ନିଜେ ବଂଚିବା ସହ ପରିବାର ପ୍ରତିପୋଷଣ ସହ ଅନେକ ବେରୋଜଗାରୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆମେ ଜଣେ ଗୋ-ଚାଷୀ (ଗୋପାଳକ)ଙ୍କ ସଂର୍ପକରେ କହୁଛୁ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅଧିନସ୍ଥ ଧନେଶ୍ୱର ଗ୍ରାମପଂଚାୟତର ଧନପୁର ଗ୍ରାମର ରାଜକିଶୋର ବେହେରାଙ୍କ ବିଷୟରେ । ସେ କିପରି ଗୋ-ଚାଷ କରି ନିଜକୁ ପ୍ରତିପୋଷଣ କରୁଛନ୍ତି ଆସନ୍ତୁ ଜାଣିବା:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close